Odia News Portal
Browsing Tag

tata power

ମାଇଁ ଟାଟା ପାୱାର ଆପର ଉନ୍ମୋଚନ

ଏଣିକି ଘରେ ରହି ଆଙ୍ଗୁଠି ଟିପରେ ଆପଣ ପାଇ ପାରିବେ ସେବା ଓ ସୂଚନା ।ମହାମାରୀ ସମୟରେ ସାମାଜିକ ଦୂରତ୍ୱ କାରଣ ପ୍ରତି ଯୋଗଦାନ ଦେଇ ପାରବେ । ଓଡିଶା ନାଗରିକ ମାନଙ୍କୁ ଏକ ଉକ୍ତର୍ଷ୍ଟ ଗ୍ରହାକ ସେବା ଅନୁଭୂତି ପ୍ରଦାନ କରିବା ପାଇଁ ମାଇଁ ଟାଟା ପାୱାର ମୋବାଇଲ ଆପକୁ ଉନ୍ମୋଚନ କରାଯାଇଛି ।