Odia News Portal
Browsing Tag

telengana

ଗୋଦାବରୀ ଏକ୍ସପ୍ରେସ ଦୁର୍ଘଟଣା:୬ଟି ବଗି ଲାଇନଚ୍ୟୁତ

ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି…

ଅକ୍ସିଜେନ ସଙ୍କଟ: ​ଓଡିଶାରୁ ଅକ୍ସିଜେନ ଯିବ ତେଲେଙ୍ଗାନା

ଭୁବନେଶ୍ୱର: କୋଭିଡ ମହାମାରୀର ସଙ୍କଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି । …

ଚାଲାଣ ବେଳେ ୮୫ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା : ରାଜ୍ୟ ବାହାରକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ତେବେ ଚାଲାଣ ଦାଦନ ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା…