Odia News Portal
Browsing Tag

tiger sundari

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର() ସାତକୋଶିଆ ରୁ ଖୁବଶୀଘ୍ର ଫେରିଯିବ ବାଘୁଣୀ ସୁନ୍ଦରୀ । ଏନେଇ ମଧ୍ୟପ୍ରଦେଶ ଚିଫ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନକୁ ଚିଠି ଲେଖି ଜଣାଇଲେ ଚିଫ୍ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ ହରିଶଙ୍କର ଊପାଧ୍ୟାୟ । ଯେବେ ସୁବିଧା ହେବ ସେବେ ସୁନ୍ଦରୀ କୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି…

ସୁନ୍ଦରୀ ପାଇଁ ଛେଳି ବଳି

ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ଦୁଇ ଦିନ ହେଲା ଚାଲିଛି ସୁନ୍ଦରୀ ଖୋଜା । ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଆସିଲେ ଛେଳିକୁ ଛଡାଯିବ । ଏବଂ ଏହି ସମୟରେ ଚାରିପଟୁ…