Odia News Portal
Browsing Tag

tina dabi

ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କ ବିବାହ ଫଟୋ

ସାମ୍ନାକୁ ଆସିଲା ଟିନା ଡାବିଙ୍କ ବିବାହ ବେଳର ଫଟୋ । ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବି । ବାହାଘର ପରେ ତାଙ୍କ ଫଟୋକୁ ସେ ସାର୍ବଜନୀନ କରିଛନ୍ତି । କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉତ୍ସବ ହୋଇଥିଲା । ତାଙ୍କର ଏହି ଫଟୋରେ ସ୍ୱାମୀ ପ୍ରଦୀପ ଗାେଓ୍ଵଣ୍ଡେଙ୍କ ସହ…

ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ । ଜୀବନ ସାଥୀ ପ୍ରଦୀପ ଗାଓ୍ଵାଣ୍ଡେଙ୍କ ସହ ଟିନାଙ୍କ ବିବାହ ହେବ । ଜୟପୁରରେ ହେବ ଏହି ବିବାହ ଉତ୍ସବ । ୨୨ ତାରିଖରେ ରହିଛି ରିସେପ୍ସନ ପାର୍ଟି । ଏଥିପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା…