ଲୋକାର୍ପଣ ଅପେକ୍ଷାରେ ବହୁ ଶୌଚାଳୟ: ଶୌଚ ପାଇଁ ଦହଗଞ୍ଜ, ନିର୍ମାଣ ହେଉଛି, ସେବାରେ ଲାଗୁନି
ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ତଥା ରାଜ୍ୟ ବାହାରୁ କୌଣସି ଜରୁରୀ କାମରେ ଅବା ବୁଲି ଆସୁଥିବା ଆଗନ୍ତୁକମାନେ ଶୌଚାଳୟ ଅଭାବ କାରଣରୁ କଲବଲ ହେଉଛନ୍ତି। ତେଣୁ ରାସ୍ତାକଡ଼ ମୁକ୍ତ ପରିସ୍ରାଗାର ପାଲଟିଛି। ଏହା ଏତେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ଯେ ସେହି ବାଟ ଦେଇ ଗଲେ ନାକରେ ରୁମାଲ ଦେଇ…