Odia News Portal
Browsing Tag

tokyo paralympics

ପଢ଼ନ୍ତୁ ଟୋକିଓ ପାରାଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଟୋକିଓ ପାରାଲିମ୍ପିକ୍ସ । ପଦକ ଜିତିବା ଲାଗି ସବୁ ଦେଶ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ତେବେ ପାରାଲିମ୍ପିକ୍ସରେ ମଧ୍ୟ ଚୀନ ପଦକ ତାଲିବାରେ ଟପରେ ରହିଛି । ସେପଟେ ଭାରତ ପଦକ ତାଲିକାରେ ୧୯ଟି ପଦକ ଜିତି ୨୪ ନମ୍ବର ସ୍ଥାନରେ ରହିଛି ।…

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ କ୍ରିଷ୍ଣା ନାଗର

ଟୋକିଓ: ପାରା ଅଲିମ୍ପିକ୍ସର ଅନ୍ତିମ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଂଟନର ଏସଏଚ-୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କ୍ରିଷ୍ଣା ନାଗର । ଫାଇନାଲରେ କ୍ରିଷ୍ଣା ନାଗର ହଂକଂର ମାନ୍ କାଇ ଚୁ’ଙ୍କୁ ହରାଇଛନ୍ତି । କ୍ରିଷ୍ଣା ୨୧-୧୭, ୧୬-୨୧ ଓ ୨୧-୧୭ରେ ବିଜୟୀ…

ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଫାଇନାଲରେ ବ୍ରିଟେନର ପ୍ରତିଯୋଗୀଙ୍କୁ ହରାଇ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦଙ୍କ ଦେଶବାସୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ବରଗଡ଼…

ଟୋକିଓ ପାରାଲିମ୍ପିକ୍ସ: ପୁଣି ପଦକ ଆଣିଲେ ଅବନୀ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୨ରେ…

ଟୋକିଓ ପାରାଲିମ୍ପିକ୍ସ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

ଟୋକଓ: ଆଜି ଭାରତ ଲାଗି ପଦକର ଦିନ । ସକାଳୁ ଭାରତ ୪ଟି ପଦକ ଜିତିଥିବା ବେଳେ ଏବେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ଭାରତ ପାରାଲିମ୍ପିକ୍ସରେ ୭ଟି ପଦକ ହାସଦଲ କରିଛି । ଏଥି ମଧ୍ୟରେ ୨ଟି ସ୍ୱର୍ଣ୍ଣ ପଦକ ରହିଛି । ଆଜି…