Odia News Portal
Browsing Tag

traffic rules

ପୁଣି ଘୁଞ୍ଚିବ ଟ୍ରାଫିକ୍ ନିୟମ କଡାକଡି ଡେଡଲାଇନ

ଭୁବନେଶ୍ୱର()  ନୂତନ ମୋଟର ଯାନ ନିୟମକୁ କୋହଳ କରିବାକୁ ରାଜ୍ୟ ସରକାର ଦେଇଥିବା କଣ୍ଟ ପୁରିବାକୁ ଆଉ କେବଳ ୨ଦିନ ବାକି ରହିଲା । ସଠିକ ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଅଫିସରେ ଲମ୍ବା ଲାଇନ ଲାଗିଛି । କିନ୍ତୁ ହୋଇପରୁନି କାଗଜପତ୍ର । ତେଣୁ ଆରଟିଓରେ ଅସମ୍ଭାଳ…

ନୂଆ ଟ୍ରାଫିକ ନିୟମ ହେବା ପରେ ଆଦାୟ ହୋଇଛି ୧ କୋଟି ୫୩ ଲକ୍ଷ ଜରିମାନା

ଭୁବନେଶ୍ୱର() ନୂଆ ଟ୍ରାଫିକ ନିୟମ ହେବା ପରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ଶଗଡ ଗାଡି ଉପରେ ବି ଚାଲାଣ କାଟିଲା ପୋଲିସ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।କେବଳ ବାଇକ୍ ଓ କାର ନୁହେଁ ଶଗଡ ଗାଡି ଉପରେ ମଧ୍ୟ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।ଘଟଣାଟି ହେଲା ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାର ସାହସପୁର…

ଏଣିକି ହେଲମେଟ ପିନ୍ଧିଥିଲେ ବି ଗଣିବେ ଟଙ୍କା

ଏଣିକି ହେଲମେଟ ପିନ୍ଧିଥିଲେ ବି ଗଣିବେ ଟଙ୍କା । ନିୟମ ଅନୁସାରେ ବାଇକ ଚଲାଉଥିବା ବେଳେ ଚାଳକ ହେଲମେଟ ପିନ୍ଧିବାକୁ ବାଧ୍ୟ । ନୂଆ ଆଇନ ଲାଗୁ ହେବା ପରେ ଲୋକେ ଏବେ ଟ୍ରାଫିକ୍ ନିୟମକୁ ଯଥାସମ୍ଭବ ପାଳନ କରୁଛନ୍ତି । କାହିଁକି କି ନା ପୂର୍ବରୁ ଯେଉଁଠି ନିୟମ ଭାଙ୍ଗିଲେ ୫ ଶହରୁ ହଜାରେ ଟଙ୍କା…