ସରକାରୀ ସହାୟତାରୁ ବଞ୍ଚିତ ୬୮ ବର୍ଷର ବୃଦ୍ଧ ତ୍ରିନାଥ!ଲେମ୍ବୁ କଞ୍ଚାଲଙ୍କାରେ ବିତୁଛି ଜୀବନ
					ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର ୧୪ ନଂ ଓ୍ବାଡ଼ ନିଗମ ନଗର ସାହିରେ ଦିର୍ଘ ୫ ବର୍ଷ ହେଲା ନିଜ  ଝିଅ ଜ୍ବାଇଁ ଘରେ  ବୃଦ୍ଧ ତ୍ରିନାଥ  ଓ ତାଙ୍କ ସ୍ତ୍ରୀ ଉଭୟେ ରହି ଆସୁଛନ୍ତି । ଅଭାବ ଅନାଟନରେ ପରିବାରର ବୋଝକୁ ମୁଣ୍ଡରେ ଧରି  ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଉପରେ  ଲେମ୍ବୁ!-->…				
						
						
			