Odia News Portal
Browsing Tag

truck accident

ରିଲିଫ ଟ୍ରକ ଓଲଟି ୩ ମୃତ

ଆର ଉଦୟଗିରି ଥାନା ବାଦପୁର ଘାଟିରେ ଏକ ୧୦ ଚକିଆ ଟ୍ରକ ଓଲଟି ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରକଟି ରିଲିଫ ସାମଗ୍ରୀ ନେଇ ପାରଳାଖେମୁଣ୍ଡିରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

ଟ୍ରକ ଧକ୍କାରେ ଚାଲିଗଲା ୨ ଜୀବନ

ଟ୍ରକ ଧକ୍କାରେ ୨ ଜଣଙ୍କ ଜୀବନ ଗଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର…