Odia News Portal

ରିଲିଫ ଟ୍ରକ ଓଲଟି ୩ ମୃତ

ଆର ଉଦୟଗିରି ଥାନା ବାଦପୁର ଘାଟିରେ ଏକ ୧୦ ଚକିଆ ଟ୍ରକ ଓଲଟି ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରକଟି ରିଲିଫ ସାମଗ୍ରୀ ନେଇ ପାରଳାଖେମୁଣ୍ଡିରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।