Odia News Portal
Browsing Tag

truck

ଘାଟି ତଳକୁ ଖସି ପଡ଼ିଲା ଟ୍ରକ, ୨ମୃତ

ମୟୂରଭଞ୍ଜ: ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବାବେଳେ ଘାଟିରୁ ଭାରସାମ୍ୟ ହରାଇ…

ଓଲଟିଲା ପରିବା ବୋଝେଇ ଟ୍ରକ, ଲୋକେ ବୋହିନେଲେ ପରିବା

ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି…