Odia News Portal
Browsing Tag

tulsi

ଜାଣନ୍ତୁ ତୁଳସୀ ପତ୍ରର ଉପକାରିତା

ଭୁବନେଶ୍ୱର: ତୁଳସୀକୁ ହନ୍ଦୁ ଧର୍ମରେ ଏକ ପବିତ୍ର ପଦାର୍ଥ ରୂପେ ମନାଯାଇଥାଏ । ତେବେ ଏହି ତୁଳସୀ ପତ୍ରର ଅନେକ ଗୁଡିଏ ଉପକାରିତା ରହିଛି । ଆଜି ଆମେ ଆପଣଙ୍କୁ ଆମର ଲେଖା ମାଧ୍ୟମରେ ଜଣାଇବୁ ଏହି ତୁଳସୀ ପତ୍ରର କଣସବୁ ରହିଛି ଉପକାରିତା । ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର…