Odia News Portal
Browsing Tag

ucrain

ଯେ କୌଣସି ପରିସ୍ଥିତିରେ ୟୁକ୍ରେନ ଉପରେ ଅକ୍ରମଣ ହେବାର ଆଶଙ୍କା

ଋଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିବାବେଳେ ୟୁକ୍ରେନ ସୀମାରେ ଋଷିଆ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି । ଏହା ସହିତ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷୀୟ ସେନାର ପ୍ରସ୍ତୁତି ଶେଷ ହୋଇଛି । କେବଳ ପୁଟିନଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ ଆରମ୍ଭ