ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି
ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତ ଦେଖାଯାଇଛି। ମଙ୍ଗଳବାର ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଭୃସ୍ଫଖଳକୁ ନଜରରେ ରଖି ଓ ପ୍ରବଳ ବର୍ଷା କାରଣରୁ ଶୈଳ ନିବାସକୁ ଯିବା ପାଇଁ ୩ଟି ରାସ୍ତାକୁ ବନ୍ଦ ରଖାଯାଇଛି। ଏହାସହ ସମସ୍ତ ପ୍ରସ୍ଥାନ ଓ!-->…