ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ହତ୍ୟା ଉଦ୍ୟମ
ଜେଲେନ୍ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି। ତାଙ୍କୁ ହତ୍ୟା କରିବାକୁ ରୁଷିଆନ ସ୍ପେଶାଲ ସର୍ଭିସେସ ୨୫ଜଣିଆ ଆତଙ୍କବାଦୀ ଦଳକୁ ନିୟୋଜିତ କରିଥିଲା। କିନ୍ତୁ ସେମାନେ ସ୍ଲୋଭାକିଆ- ହଙ୍ଗେରୀ ସୀମାନ୍ତରେ ଧରା!-->…
