Odia News Portal
Browsing Tag

US President Donald Trump

ବହୁତ  କଥା କହିସାରିଲେଣି ଟ୍ରମ୍ପ: ତଥାପି ଭାରତ ସରକାର ଚୁପ

ଭାରତର ଅର୍ଥନୀତିକୁ ମୃତ କହିଲେ। ଭାରତ ଉପରେ ୨୫% ଟାରିଫ ଲଗାଇଲେ। ଏହାପରେ ଆଉ ପାଦେ ଆଗକୁ ଯାଇ ଭାରତକୁ କଟାକ୍ଷ କରି ପାକିସ୍ତାନ ସହ ଚୁକ୍ତି କଲେ। ପାକିସ୍ତାନ ଆଗାମୀ ଦିନରେ ଭାରତକୁ ତେଲ ବିକ୍ରି କରିପାରେ କଥା କହି ଛିଗୁଲାଇଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସବୁଠାରୁ ବଡ଼ ସମ୍ମାନ

ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।