Odia News Portal
Browsing Tag

utkal divas

ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି

ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ…

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟତଃ ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ…

ଆଜି ପବିତ୍ର ଉତ୍କଳ ଦିବସ, ପ୍ରତ୍ୟେକଟି ଓଡିଆମାନଙ୍କ ପାଇଁ ଗର୍ବର ଦିନ

ଆଜି ପବିତ୍ର ଉତ୍କଳ ଦିବସ । ଆଜି ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ ରଖିବା ପାଇଁ…