Odia News Portal
Browsing Tag

Virat

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ() କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ  (KXIP Vs RCB ) ମ୍ୟାଚରେ ହାରିବା ପରେ କ୍ୟାପଟେନ୍ ବିରାଟ କୋହଲିଙ୍କ ଅଡୁଆ ସରୁନି। ବିରାଟ କୋହଲିଙ୍କ ଉପରେ ସ୍ଲୋ-ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି। ବିରାଟରଙ୍କ ଟିମ୍ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିନଥିଲେ। ଏହି…

ବାପା ହେବେ ବିରାଟ କୋହଲି, ଟ୍ବିଟ କରି କହିଲେ ଏମିତି କଥା

ମୁମ୍ବାଇ() ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି “ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ…