Odia News Portal
Browsing Tag

VISUT

ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସର ଭିସୁଟ୍‌ରୁ ନିଲମ୍ବିତ

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ରେ ଗୋଟିଏ ଦିନରେ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଦୁଇଟି ପୃଥକ ଘଟଣାରେ ଜଣେ ମହିଳା ସହକର୍ମୀ ଓ ଜଣେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ କରି ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ…

ବଂଶୀଧର ମାଝୀ ହେଲେ ଭିସୁଟ୍ କୁଳପତି

ଭୁବନେଶ୍ୱର: ସମ୍ବଲପୁର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ବଂଶୀଧର ମାଝୀ । ଆଜି ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୩ବର୍ଷ ଲାଗି କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ ସେ କାଞ୍ଚିପୁରମର ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଅଛନ୍ତି ।