Odia News Portal
Browsing Tag

vote

ପଞ୍ଚାୟତ ଭୋଟରେ ନୂଆ ନିୟମ

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ନୂଆ ନିୟମ ଲାଗୁ କରାଯାଇଛି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । ୧୫ ଦିନ ମଧ୍ୟରେ ମତାମତ ଦେବାକୁ ସରକାରଙ୍କ ପକ୍ଷରୁ ସମୟ ନିର୍ଦ୍ଧାରଣ…

ଗାଁ ଭୋଟର କାହାର?

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଲାଗିଲାଣି ଛକାପଞ୍ଝା । ଏବେଠାରୁ ପଞ୍ଚାୟତ ଜଗିଲେଣି ବଡ଼ ବିଧାୟକ ଓ ମନ୍ତ୍ରୀ । ତୃଣମୂଳ ସ୍ତରକୁ ଯାଇ ଘନ ଘନ ବୈଠକ କରିବା ସହ ବୁଥସ୍ତରରୁ ସୁଦୃଢ଼ କରିବା ଲାଗି ଲାଗି ପଡିଛନ୍ତି ରାଜନେତା । ରାଜ୍ୟର…