Odia News Portal
Browsing Tag

want

ମୁଁ ଚେନ୍ନାଇ ସୁପରକିଙ୍ଗ ପାଇଁ ଖେଳିବାକୁ ଚାହୁଁଛି: ଚହଲ

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ଚହଲ ଏବେ ଜଣେ ଆଗ ଧାଡ଼ିର ଖେଳାଳୀ । ତେବେ ସେ ଆଇପିଏଲରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ସବୁ ସିଜିନରେ ପ୍ରାୟତଃ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଚହଲ । ତେବେ ଏକ ପ୍ରତିକ୍ରିୟାରେ କହିଛନ୍ତି କି ମୁଁ ଚେନ୍ନାଇ…