Odia News Portal
Browsing Tag

web portal

ୱେବ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ୱେବ ପୋର୍ଟାଲ ମାଲିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକ ଥିଲେ ସୁଧାଂଶୁ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗରେ ପରେ ଉଠାଇ ନେଇଛି । ସେ ଦୂତୀଙ୍କ ବିରୋଧରେ ଖବର ପରିବେଶଣ କରିଥିଲେ । ତେବେ ଅନେକ ଅପମାନଜନକ ଖବର ପରିବେଶଣ କରିଥିବାରୁ ଦୂତୀ

ଶ୍ରମମନ୍ତ୍ରୀଙ୍କ ଦ୍ୱାରା ୱେବ ପୋର୍ଟାଲ ‘ଓଡିଆ ଫଳକ’ ଲୋକାର୍ପିତ

ଭୁବନେଶ୍ୱର() ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଏକ ୱେବ ପୋର୍ଟାଲ ‘ଓଡିଆ ଫଳକ’ର ଲୋକାର୍ପଣ କରାଯାଇଛି । ଏହାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ବାଣିଜି୍ୟକ ପ୍ରତିÂାନର ନାମ ଫଳକ ଓଡିଆ ଭାଷାରେ ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କ ଭାଗିଦାରୀ ଏବଂ…