ଆଖିବୁଜିଲା ‘ମୌସୁମୀ’ର ଧଳାବାଘ ଛୁଆ
ପାଖାପାଖି ଅଢ଼େଇ ମାସର ଚିକିତ୍ସା ସତ୍ତ୍ବେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଇନ୍କ୍ୟୁବେଟର୍ରେ ଥିବା ଧଳାବାଘ ଛୁଆଟି ଗତକାଲି ରାତିରେ ଆଖି ବୁଜିଛି। ଧଳାବାଘୁଣୀ ମୌସୁମୀର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିବା ଏହି ଛୁଆଟିର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ବଂଶବୃଦ୍ଧିକୁ ଏକ…