Odia News Portal
Browsing Tag

wish

ବିଶ୍ୱକର୍ମା ପୂଜାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପିବତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀଙ୍କ ଆଜି ହେଉଛି ପୂଜା । ଗାଁଠୁ ସହର ସବୁଠିଛି ଉତ୍ସବ ମୁଖର । ବୈଷୟିକ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସମସ୍ତ କର୍ମକ୍ଷେତ୍ରରେ ମଧ୍ୟ ଆଜି ପୂଜା କରାଯାଉଛି । ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…