ରାଜଧାନୀରେ ମାତିଛନ୍ତି ମହିଳା ପକେଟ୍ ମାରୁ ଗ୍ୟାଙ୍ଗ୍
ରାଜଧାନୀରେ ମାତିଛନ୍ତି ପକେଟ୍ ମାର ନାବାଳିକା ଗ୍ୟାଙ୍ଗ୍ । ଭୁବନେଶ୍ବର ସ୍ଥିତ ରସୁଲଗଡ ଅଞ୍ଚଳରେ ଥିବା ଏହି ଗ୍ୟାଙ୍ଗର କିଛି ସଦସ୍ୟ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି!-->…
