Odia News Portal
Browsing Tag

women

ଖାକିରେ ଲାଗିଲା ଦାଗ

ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ ପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ହୋମଗାର୍ଡ ସହିତ ୩ ଜଣଙ୍କୁ…

କେମିତି ପାଇବେ ଥାଇରଏଡରୁ ମୁକ୍ତି

ଆଜିକାଲି ମହିଳାମାନଙ୍କ ଠାରେ ଥାଇରଏଡ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ଆଜିକାର ଜୀବନ ଶୈଳୀ ଏହାର ମୁଖ୍ୟ କାରଣ ପାଲଟିଥିବାବେଳେ ଏଥିରୁ ମୁକ୍ତି ପାଇଁ ଅନେକ ମୂଲ୍ୟରେ ଡାକ୍ତରୀ ଚିକିତ୍ସା କରି ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଏହି ସମସ୍ୟାର ପ୍ରାଥମିକ ଅବସ୍ଥାରେ ଯଦି କିଛି ଘରୋଇ…

ମିଶନ ଶକ୍ତି କ୍ୟାଫେ, ମହିଳା ଉଦ୍ୟୋଗର ଏକ ନୂତନ ଅଧ୍ୟାୟ

ଓଡିଶାରେ ମିଶନ୍ ଶକ୍ତି ଆନ୍ଦୋଳନ ଆରମ୍ଭରୁ ଗ୍ରାମାଞ୍ଚଳର ମହିଳାମାନେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ପ୍ରାୟ ସମସ୍ତ ଅର୍ଥନ ବମଗ୍ଧସଙ୍ଖସଗ୍ଧସରଗ୍ଦ ତିକ କାର୍ୟ୍ୟକଳାପରେ ଧୀରେ ଧୀରେ ନିଜର ଉପସ୍ଥିତି ଅନୁଭବ କରିଛନ୍ତି। ରେଷ୍ଟୁରାଣ୍ଟ ସେକ୍ଟରର ପୁରୁଷ-ପ୍ରାଧାନ୍ୟ ବିଭାଗରେ ସେମାନେ ଆଜି…