Odia News Portal
Browsing Tag

womens business fair

ଆଜିଠୁ ରାଜ୍ୟରେ ମହିଳା ବିଜ୍‌ନେସ୍‌ ମେଳା ଆରମ୍ଭ: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାଜ୍ୟରେ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା । ୫ ଦିନ ଧରି ଚାଲିବ ଏହି ମେଳା |ତେବେ ଆରମ୍ଭ ହେବାକୁ ଥିବା ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ ଚାମ୍ବର ଅଫ କମର୍ସ(ICC) ମହିଳା ଉଦ୍ୟୋଗ ପରିଷଦ(IWEC) ଓଡ଼ିଶା ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି ।