ଜାଣନ୍ତୁ ଜେସିବିର ରଙ୍ଗ କାହିଁକି ହଳଦିଆ, ଏହା କେବେ ଆସିଥିଲା ଏବଂ ଏଭଳି ନାମ କାହିଁକି ରଖାଗଲା
ଭୁବନେଶ୍ୱର: ଜେସିବିର ମୁଖ୍ୟ କାମ ହେଉଛି ଖୋଳିବା । ବିଭିନ୍ନ ପୋଖରୀ, ରାସ୍ତା ମରାମତି କାମରେ ଜେସିବି ବ୍ୟବହାର ହୋଇଥାଏ । ତେବେ ସମସ୍ତ ଜେସିବିର ରଙ୍ଗ ହେଉଛି ହଳଦିଆ । ତେବେ ଅନ୍ୟ ରଙ୍ଗ ନହୋଇ କାହିଁକି ହଳଦିଆ ରହିଛି । ତେବେ ଏହାର କାରଣ ହେଉଛି ହଳଦିଆ ରଙ୍ଗ କମ ଆଲୋକରେ ମଧ୍ୟ ସ୍ପଷ୍ଠ!-->…