Odia News Portal
Browsing Tag

YES BANK

ୟେସ୍ ବ୍ୟାଙ୍କରୁ ଫେରିଲା ଦ୍ୱିତୀୟ ସ୍ଥାୟୀ ଜମା

ନୂଆଦିଲ୍ଲୀ()ଆଜି ଶ୍ରୀମନ୍ଦିରର ଏସବିଆଇ ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା ଫେରିଛି ।  ମୂଳ ୧୫୬କୋଟି ସହ ୪କୋଟିର ସୁଧ ମିଶି ସମୁଦାୟ ୧୬୦କୋଟି ଫେରିଛି । ସୁଧ ସହ ଇ-ଟ୍ରାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ…

ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରସ୍ତ ହୋଇଛି । ୩୯୭.୨୩ କୋଟି ଟଙ୍କା ମୂଳଜମା ସହ ୮ କୋଟି ୨୩ ହଜାର ସୁଧ ଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଆସିଥିବା ନେଇ ୟେସ ବ୍ୟାଙ୍କର…

ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା ।ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଯେହେତୁ ବୁଧବାର ସଂଧ୍ୟାରୁ ୟେସ୍ ବ୍ୟାଙ୍କରୁ ଆର୍ବିଆଇ କଟକଣା ହଟିବ ଓ ଜମାକରୀଙ୍କ ଟଙ୍କା ଉଠାଣ…

ୟେସ ବ୍ୟାଙ୍କରେ ସୁରକ୍ଷିତ ଅଛି ଶ୍ରୀମନ୍ଦିର ଓ ଜମାକାରୀଙ୍କ ଟଙ୍କା

ନୂଆଦିଲ୍ଲୀ() ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା ଅନୁରୋଧ…

ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ । ଆର୍ଥୀକ ସଂକଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଏହା ପୂର୍ବରୁ ଏହି ସୁବିଧା ନିଜ ଜମାକାରୀଙ୍କ ନିକଟରୁ କାଢ଼ି ନେଇଥିଲେ । ୟେସ୍ ବ୍ୟାଙ୍କରେ ସଂକଟ…