ଯୁବକଙ୍କୁ ଛୁରା ମାଡ଼, ମତଦାନକୁ ନେଇ ବଚସା ପରେ ଆକ୍ରମଣ
ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼। ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ। ୧୬ ନମ୍ବର ବୁଥ୍ ସାମ୍ନାରେ ହିଁ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି।
ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଏଭଳି ଛୁରା ମାଡ଼!-->!-->!-->…
