Odia News Portal
Browsing Tag

zilla parishad

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ ।…

ନିର୍ବାଚନ ପୂର୍ବରୁ ପାର୍ଥୀ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ନିଖୋଜ। ବିଜେପି ପ୍ରାର୍ଥୀ ରୀନା କବାସୀଙ୍କୁ ଖୋଜୁଛି ଦଳ।କାଲିମେଳା ଥାନାରେ ଅଭିଯୋଗ କଲା ବିଜେପି । ହାତରେ ମାତ୍ର କିଛି ଘଣ୍ଟାର ସମୟ। ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ ହେବାକୁ ଥିବା…