ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍କୁ ସିଲ୍ କରିଛନ୍ତି ।
ଡିସିପି ଅଫିସରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେଇଛି ବିଏମସି । ସଂକ୍ରମଣ ରୋକିବା ଲାଗି ଡିସିପି ଅଫିସକୁ ସିଲ୍ କରିଛି ବିଏମସି । ସାଧାରଣ ଲୋକଙ୍କୁ ଡିସିପି ଅଫିସ୍ ଯିବା ଲାଗି ମନା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.