Odia News Portal

ଏବେ ଖୋଲିବନି ୪ ଦ୍ୱାର

ଭକ୍ତ ମାନଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାରା । ଏବେ ୪ ଦ୍ୱାରା ନଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ର ନିଷ୍ପତି । ପରିକ୍ରମା ପ୍ରକଳ୍ପ କାମ ସରିନଥିବାରୁ ଏବେ ୪ ଦ୍ୱାରା ଖୋଲିବନି । ନିଷ୍ପତ୍ତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ପ୍ରକଳ୍ପ କାମ ଚାଲିଥିବାରୁ ଅନ୍ୟ ୩ ଦ୍ୱାରରେ କ୍ୟୁ ବ୍ୟବସ୍ତା କରିହେବନି । ଦକ୍ଷିଣ , ପଶ୍ଚିମ ଓ ଉତ୍ତର ଦ୍ୱାରରେ କ୍ୟୁ ବ୍ୟବସ୍ତା କରାଯାଇପାରିବନି । ପର୍ଯ୍ୟାପ୍ତ ଜାଗା ନଥିବାରୁ ଶ୍ରଦ୍ଧାଳୁ ଙ୍କ ପାଇଁ କ୍ୟୁ ବ୍ୟବସ୍ତା କରିହେବନି । ପ୍ରକଳ୍ପ କାମ ସାରିବା ଯାଏ ଏବେ ଯେମିତି ଚାଲିଛି ସେମିତି ଚାଲିବ ।