Odia News Portal
Monthly Archives

January 2020

ମିଠା ଖାଇଲେ ହୋଇନଥାଏ ଡାଇବେଟିସ, ବରଂ ଏହି ଅଭ୍ୟାସ କାରଣରୁ ହୋଇଥାଏ ଡାଇବେଟିସ୍

ଡାଇବେଟିସ୍ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍ସୁଲିନ୍ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରିସନ୍ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ଅନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା ଖାଅ ନାହିଁ, ଡାଇବେଟିସ୍ ହୋଇଯିବ।…

ଚନ୍ଦ୍ରଭାଗା ମାଘବୁଡ଼ ପାଇଁ ବ୍ୟାପକ ପ୍ରସ୍ତୁତି

ପୁରୀ : କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟରେ ପହଁଚିଛିl ଶନିବାର  ପ୍ରାତଃହ ରେ ଚଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ଆଗମନ ଲାଗିରହିଛି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ…

ଏଣିକି ଛାତ୍ରଛାତ୍ରୀ ପଢିବେ ସମ୍ବିଧାନର ପାଠ

ଭୁବନେଶ୍ୱର() ନାଗରିକର ମୌଳିକ କର୍ତବ୍ୟ ବିଷୟରେ ସଚେତନ କରିବେ ସରକାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପଢାଯିବ ସମ୍ବିଧାନର ପାଠ । ସମ୍ବିଧାନର ୭୦ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କାର୍ୟ୍ୟକାରୀ କରିବାକୁ ଯାଉଛି ଓଡ଼ିଶା । ଆଇନ ବିଭାଗର କସରତ ପରେ ବିଭିନ୍ନ ବିଭାଗ ଏନେଇ…

ଚତୁର୍ଥ ଟି-୨୦ : ପୁଣି ସୁପର ଓଭର୍‌ରେ ଜିତିଲା ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ପୁଣି ଏକ ରୋମାଞ୍ଚ ଭରା ମ୍ୟାଚ୍‌। ତୃତୀୟ ମ୍ୟାଚ୍‌ ଭଳି ଚତୁର୍ଥ ମ୍ୟାଚ୍‌ ବି ସୁପର ଓଭର୍‌ରେ ଫଇସଲା ହେଲା । ସୁପର ଓଭର୍‌ରେ ନ୍ୟୁଜିଲାଣ୍ଡ ୧୩ ରନ୍‌ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍‌ ରାହୁଲ ଓ ଅଧିନାୟକ ବିରାଟ କୋହଲି । ପ୍ରଥମ ବଲ୍‌କୁ…

କୋଣାର୍କ ଯାଇ ଲୋକହସା ହେଲେ ଏହି ଓଡିଆ ଅଭିନେତ୍ରୀ

ଭୁବନେଶ୍ୱର() କୋଣାର୍କ ଯାଇ ସମାଲୋଚନାର ଶିକାର ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ସୂର୍ୟ୍ୟମୟୀ ମହାପାତ୍ର। କୋଣାର୍କ ଯିବାପରେ ତାଙ୍କୁ କୋଣାର୍କ ମନ୍ଦିର ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ଯେମିତି କି କୋଣାର୍କ ମନ୍ଦିର…

ଫୁଲବାଣୀରେ କରୋନା ସନ୍ଦିଗ୍ଧ

ଫୁଲବାଣୀ() ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ ।ଏହି ଭାଇରସକୁ ନେଇ ଏବେ ଓଡ଼ିଶାରେ ମଧ୍ୟ ଭୟ ଦେଖାଦେଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା…

ପୁଣି ନିର୍ଭୟା ଦୋଷୀ ଫାଶି ଘୁଞ୍ଚିଲା

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ।ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେନି ନିର୍ଭୟା ଗଣଦୁଷ୍କର୍ମକାରୀ । ନିର୍ଭୟା ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଛନ୍ତି,…

ମଧ୍ୟାହ୍ନ ଭୋଜନ ସହ କୁନି ପିଲାଙ୍କ ମେଳରେ ପାଣ୍ଡିଆନ

ବ୍ରହ୍ମପୁର() ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କରି ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପଣ୍ଡିଆନ । ପ୍ରଥମେ ସେ ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ପୁଟିଆପଦର, ଧୋବାହି,…

ପାଟକୁରାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

କେନ୍ଦ୍ରାପଡ଼ା() ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦସ୍ତରେ ତିନି ବରିÂ ଅଧିକାରୀଙ୍କ ନେତୃତ୍ୱରେ ଗଠନ ୩ଟି ଟିମ ଅଚାନକ ପାଟକୁରା ନିର୍ବାଚନମଣ୍ଡଳର ବିଭିନ୍ନ ଅଂଚଳ…

ଅର୍ଥମନ୍ତ୍ରୀଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ

ନୁଆଦିଲ୍ଲୀ()  ଫେବୃଆରୀ ୧ରେ ସଂସଦରେ ସାଧାରଣ ବଜେଟ୍ ।ତେବେ ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୦-୨୧ ପ୍ରସ୍ତୁତ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ ଚାଲେଞ୍ଜ । କାରଣ…