Odia News Portal

ଡ୍ରେସ ପାଇଁ ଟ୍ରୋଲହେଲେ ଉର୍ଫି ଜାଭେଦ

ମୁମ୍ବାଇ: ଟ୍ରୋଲହେଲେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ । ଡ୍ରୋସ ଲାଗି ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନନ୍ତି । ସେ ଏକ ଛୋଟ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିଥିଲେ । ଏକ ନୀଳ ରଙ୍ଗର ଜ୍ୟାକଟ ପିନ୍ଧିଥିବା ନଜର ଆସିଛନ୍ତି ସେ । ତେବେ ଏହି ଫଟୋରେ ତାଙ୍କ ଡ୍ରେସଟି ଛୋଟଥିବା ବେଳେ ଅନ୍ତବସ୍ତ୍ର ଦେଖାଯାଉଛି । ଯାହାକୁ ୟୁଜର୍ସମାନେ ନାପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ ଦେଇଛନ୍ତି । କେହି କେହି ୟୁଜର୍ସ ମଧ୍ୟ କମେଣ୍ଟରେ କହିଛନ୍ତି କି, ପ୍ରଥମେ ଭଲ ଡ୍ରେସ ପିନ୍ଧ ଆଉ ପରେ ଫଟୋ ପୋଷ୍ଟ କର । ତେବେ ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି କି, ତମେ ଅଶ୍ଲୀଳତାର ସବୁ ସୀମା ପାର କରିଯାଇଛି । ତେବେ ସେ ଯାହାବି ହେଉ ଏବେ ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।