Odia News Portal

ଏହି ୫ ଟି ଲକ୍ଷଣ ଦେଖାଇଲା ମାତ୍ରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ଏବେ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କୋଭିଡର ସମସ୍ତ ଭାରିଆଣ୍ଟର ଲକ୍ଷଣ ଭିନ୍ନ ଭିନ୍ନ ରହିଛି । ଏନେଇ ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏକ ଆନାଲିସିସ୍ କରାଯାଇଥିଲା । ଏମ୍ସ ମେଡିକାଲ ପକ୍ଷରୁ ଜାରି ହୋଇଛି କି ଓମିକ୍ରନର ୫ ଟି ଲକ୍ଷଣ ଦେଖାଇବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।