Odia News Portal

ସେପ୍ଟେମ୍ବର ୯ରୁ ୧୫ ଯାଏ OJEE ପରୀକ୍ଷା

ଭୁବନେଶ୍ୱର() ଆସନ୍ତା ମାସରେ ଅନୁÂିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ଅନୁÂିତ ହେବ ଏହି ପରୀକ୍ଷା । ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଏହି ପରୀକ୍ଷା ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କେଲଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି କରୀକ୍ଷା କେନ୍ଦ୍ର ଚୟନ କରିବେ ।