Odia News Portal
Browsing Tag

amerika

ଭାଷଣ ଭୁଲିଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବୟସ ବଢିଗଲେ ଓ ଅତି ଚାପଗ୍ରସ୍ତ ହେଲେ ମଣିଷ ବେଳେ ବେଳେ ବାଉଳା ହୁଏ । ସେଥିପାଇଁ ତ କୁହାଯାଏ ବାଳ ବୃଦ୍ଧ ସମାନ । ବିଭିନ୍ନ ସମୟରେ ତୁଙ୍ଗ ରାଜନେତାମାନେ ମଧ୍ୟ ଜନତା ଓ କ୍ୟାମେରା ସାମ୍ନାରେ ଏମିତି କିଛି ହରକତ କରି ବସନ୍ତି ଯାହାତାଙ୍କୁ ଲୋକ ହସା କରେ । ବ୍ରିଟେନ୍ର ପ୍ରଧାନମନ୍ତ୍ରୀ…

କ୍ଷୀର ଲିଟର ପିଛା ୨୦୦ ଟଙ୍କା

ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦…

ଆହୁରି କମିବ ତୈଳ ଦର

ନିକଟରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମକୁ କମ କରିବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତେବେ ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା…

କ୍ଷମା ମାଗିଲା ଆମେରିକା

କାବୁଲ୍‌ରେ ସନ୍ଦିଗ୍ଧ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରିବା ବେଳେ ‘ଭୁଲ୍‌’ କରିପକାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ଜେନେରାଲ୍‌ ଶୁକ୍ରବାର ଦିନ ସ୍ବୀକାର କରିଛନ୍ତି। ଗତ ମାସରେ ସଙ୍ଗଠିତ ଉପରୋକ୍ତ ଆକ୍ରମଣରେ ଆତଙ୍କବାଦୀଙ୍କ…

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ ହୋଇଯାଇଛି । ପଂଜୀଶର ଘାଟିରେ ତାଲିବାନ ବଡ଼ଧରଣର ଆକ୍ରମଣ କରିଛି । ପଂଜୀଶର ଘାଟୀରେ ତାଲିବାନ ବିରୋଧରେ ବିଦ୍ରୋହ କରୁଥିବା ତାଜିକ ନେତା ଅହମଦ ମସୂଦଙ୍କ ନିକଟତର ସୂତ୍ରରୁ କୁହାଯାଇଛି ଯେ, ତାଲିବାନ ଆତଙ୍କବାଦୀମାନେ…

ଆମେରିକାକୁ ଧମକ ଦେଲା ତାଲିବାନ୍‌,ଦ୍ୱନ୍ଦରେ ବାଇଡେନ୍‌

କାବୁଲ: ଧର୍ମ ସଙ୍କଟରେ ପଡିଲା ଆମେରିକା। ତାଲିବାନର ଧମକରେ ଦ୍ୱନ୍ଦ୍ୱରେ ପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ପୂର୍ବ ପ୍ରତିଶ୍ରୁତି ମୁତାବକ ଆମେରିକା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସେନ୍ୟ ପ୍ରତ୍ୟାହାର କରିବ ବୋଲି ଆମେରିକା ପ୍ରଶାସନ ସ୍ପଷ୍ଟ କରିଥିଲା। ଏହା ପରେ ଅଗଷ୍ଟ ୩୧…