Odia News Portal
Browsing Tag

boudh

ଛୁଆର ଜନ୍ମ ଦିନରେ ମାଆ ଉପରେ ଚଢିଗଲା କାର

ଜନ୍ମଦିନରେ ମା’କୁ ହରାଇଲା ଶିଶୁ କନ୍ୟା ।ଏଭଳି ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି । ସୂଚନା ଅନୁସାରେ…

ଜ୍ୱାଇଁକୁ ହତ୍ୟା କଲେ ଶ୍ୱଶୁର ଓ ୨ ଶଳା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ବାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ବଶୁର ଓ ୨ ଶଳା । ହତ୍ୟାକାରୀ ଫେରାର ଥିବା ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ…