Odia News Portal
Browsing Tag

Covid test

ରଥଯାତ୍ରା ପାଇଁ ଆଜିଠାରୁ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଚଳିତବର୍ଷ ବିନା ଭକ୍ତରେ ଅନୁଷ୍ଠିତ ରଥଯାତ୍ରା । କେବଳ ସେବାୟତମାନେ ରଥ ଟାଣିବେ । ଏପରିକି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ରଥଯାତ୍ରାରେ ଭାଗ ନେବାକୁ ଥିବା ସେବାୟତଙ୍କ ଆଜି ହେବ କରୋନା ଟେଷ୍ଟ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ…

୨୭ରେ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ ।୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ ହେବ । ସକାଳ ସାଢେ ୭ଟାରୁ ୯ଟା…

ରାଜ୍ୟରେ ଦୈନିକ ହେବ ୧ଲକ୍ଷ ନମୁନା ପରୀକ୍ଷା

ଭୁବନେଶ୍ବର() ରାଜ୍ୟରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ…

ଅଗଷ୍ଟରୁ ଦୈନିକ ୨୦ ହଜାର ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢାଯିବ ।  ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ…

୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ() ଶେଷ ହୋଇଛି ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଦେଇଛନ୍ତି ଯେ କିଭଳି ଭାବେ  ସମ୍ପନ୍ନ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏଥିପାଇଁ ପୁଣି ଥରେ ରଥଯାତ୍ରାରେ ନିୟୋଜିତ ହୋଇଥିବା ସେବାୟତମାନଙ୍କର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି…

ବାହୁଡ଼ା ପୂର୍ବରୁ ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ

ପୁରୀ()  ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ । ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯିବ । ଏହାସହ ନିୟୋଜିତ ହୋଇଥିବା ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । ଆଜିଠାରୁ ଆରମ୍ଭ ହୋଇଛି ଏହି ଟେଷ୍ଟ ପ୍ରକ୍ରିୟା । ପୁରୀର ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ । ଏହାସହିତ ଆଗକୁ…