ଦିଲ୍ଲୀର ତିନି ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ
ଜାତୀୟ ରାଜଧାନୀ ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନର ଆନୁଷ୍ଠାନିକ ମିଶ୍ରଣ ହୋଇଛି | ଏବେ ଏହାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ କୁହାଯିବ | ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ଆଇନ, ୨୦୨୧ ବିଲକୁ…