Odia News Portal
Browsing Tag

Delhi

ଦିଲ୍ଲୀରେ କୋହଳ ହେଲା କଟକଣା

ଦିଲ୍ଲୀରେ ସୋମବାରଠାରୁ ଖୋଲିବ ସ୍କୁଲ । ଡିଡିଏମ ବୈଠକ ପରେ କଟକଣା କୋହଳ କରାଯାଇଛି । ୭ରୁ ସ୍କୁଲ , କଲେଜ , କୋଚିଂ ଖୋଲିବାକୁ ମିଳିଛି ଅନୁମତି । ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ୧୦୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । କଟକଣାରେ ଜିମ୍ , ସ୍ପା…

ପେଟ୍ରୋଲ ପକେଇବାକୁ ହେଲେ ଦବାକୁ ପଡିବ ଏହି ଡକ୍ୟୁମେଣ୍ଟ

ପେଟ୍ରୋଲ ଭରିବାକୁ ହେଲେ ଏବେ ଦେଖାଇବାକୁ ପଡ଼ିବ ଜରୁରୀ କାଗଜ ପତ୍ର। ଯଦି ଆପଣଙ୍କ ନିକଟରେ ଏହି ଡକ୍ୟୁମେଣ୍ଟ ନାହିଁ, ତେବେ ଆପଣ ଗାଡ଼ିରେ ତେଲ ଭରିପାରିବେ ନାହିଁ। ଏଥିସହ ଆପଣଙ୍କୁ ଜେଲ ଓ ଜରିମାନା ମଧ୍ୟ ହୋଇପାରେ। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ…

ଦିଲ୍ଲୀରେ ଉଠିବନି ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀରେ ଜାରି ରହିବ ସପ୍ତାହାନ୍ତ କର୍ଫ୍ୟୁ । ଏହାସହିତ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଚାଲୁ ରହିବ । କରୋନା ସଙ୍କ୍ରମଣ କମିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପରାଜ୍ୟପାଳ ଅନିଲ ବେଜଲ ଏହାକୁ ମଞ୍ଜୁରୀ ଦେଇନାହାଁନ୍ତି । ୫୦…

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ

ଦିଲ୍ଲୀରେ ଓମିକ୍ରନର ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିଛି । ଗୋଷ୍ଠୀ ସଙ୍କ୍ରମଣକୁ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।

ଆଇସୋଲେଶନରେ ଥିବା ରୋଗୀଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ କେଜିରୱାଲ

ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍ଲାଇନ ଯୋଗେ ଯୋଗ କ୍ଲାସ ଆୟୋଜନ ହେବ ବୋଲି ସେ…

ଦିଳ୍ଲୀରେ ଖସିଲା ପାରଦ ।

ଦିଲ୍ଲୀରେ ସବୁଠୁ କମ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ତ୍ତମାନ ଠାରୁ ଆଜି ଯାଏଁ ସବୁଠୁ କମ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏହା ଏବେର ସବୁଠୁ ରେକର୍ଡ ଭାଙ୍ଗିଥିବା ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗର ସୂଚନା ହିସାବରେ ଏହି ତାପମାତ୍ରା ଆଜି ରେକର୍ଡ…

ବଢୁଛି ଓମିକ୍ରନ ଭୟ

ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ…

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ । ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ସଂସଦ ଟିଭିର ମେରୀ କାହାନୀ ସୋ’ର ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଥିଲେ । ଅନ୍ୟ ୧୧ଜଣ ସାଂସଦଙ୍କ ସହ ପ୍ରିୟଙ୍କାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ସେ ଏଥିରୁ…

ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ

ଶୁକ୍ରବାରଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ । ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଏପରି ନିଷ୍ପତି ନେଲେ କେଜ୍ରିୱାଲ ସରକାର । ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ ଥିଲା । କିନ୍ତୁ କିଛି ଦିନ ତଳେ ସ୍କୁଲ ଖୋଲିବା ନିଷ୍ପତି ନେଇଥିଲେ ସରକାର । ଯାହାକୁ ନେଇ ଅପେକ୍ଷା କରିଥିଲେ…

ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସବୁ ସ୍କୁଲ

ରାଜଧାନୀରେ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା…