Odia News Portal
Browsing Tag

election date

୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ତାରିଖ ଘୋଷଣା ହେଲା

ପାଞ୍ଚଟି ରାଜ୍ୟ ପାଇଁ ହୋଇଛି ବିଧାନସଭା ତାରିଖ ଘୋଷଣା । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ ୧୦ ରୁ ସାତଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।। ପାଞ୍ଚଟି ରାଜ୍ୟର ୬୯୦ଟି…