Odia News Portal
Browsing Tag

GAME

କଡା ଟକ୍କର ପରେ ବି ହାରିଲା ଭାରତ

ଭାରତ ଜୁନିଅର ହକି ବିଶ୍ୱକପରେ ଏହାର ପ୍ରଥମ ମ୍ୟାଚରେ ହାରିଲା ଭାରତ । ଫ୍ରାନ୍ସ ବିପକ୍ଷରେ କଡା ଟକ୍କର ଦେଇଥିଲେ ବି ଭାରତୀୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଫ୍ରାନ୍ସ ପ୍ରଥମ ୫୦ ସେକେଣ୍ଡରେ ହିଁ ଗୋଲ୍ କରି ଭାରତକୁ ବେକଫୁଟକୁ ଠେଲି ଦେଇଥିଲା । ଫ୍ରାନ୍ସ ତରଫରୁ ଅଧିନାୟକ ଟିମୋଥି…

ଟପ୍ ୧୦ରୁ ବାହାରିଲେ ବିରାଟ କୋହିଲି

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଟି-୨୦ ସିରିଜ ଶେଷ କରିଛି । ଯେଉଁଥିରେ ଦଳ କ୍ଲିନ୍ ସୁଇପ୍ କରିଛି । ତେବେ ଏହାପରେ ଏବେ ସଦ୍ୟ ପ୍ରକାଶିତ ଟି-୨୦ ରାକିଙ୍ଗରେ ଦଳର ଅଧିନାୟକଙ୍କୁ ମିଳିଛି ବଡ ଫାଇଦା । ଆଇସିସି ଟି-୨୦ ରାକିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି ଟି-୨୦ ଅଧିନାୟକ…

ଆଜି ଭାରତ ନ୍ୟୁଜଲ୍ୟାଣ୍ଡ ଦ୍ୱିତୀୟ ଟି-୨୦

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦ ଜିତି ସାରିଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜି ଭାରତ ବିଜୟୀ ହେଲେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ…

ତୀରନ୍ଦାଜରେ ଭାରତର ଦମଦାର ପ୍ରଦର୍ଶନ

ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମର ଉଚ୍ଚକୋଟିର ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ…