Odia News Portal
Browsing Tag

Journalist

ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ…

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଓବାଦୀଙ୍କ ବିସ୍ପୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା । ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪…

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁ

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍ ମୃତ୍ୟୁବରଣ କରିଛନ୍ତି । କମଲ ଖାନ୍ ଉତ୍ତରପ୍ରଦେଶରେ ଘଊଞଠର କାର୍ୟ୍ୟକାରୀ ସମ୍ପାଦକ ଭାବେ କାର୍ୟ୍ୟ…

ମାଲକାନଗିରିରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ପ୍ରତିବାଦ ଜାରି

ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ପ୍ରତିବାଦ । ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରି ଥାନା ସମ୍ମୁଖରେ ବସି ପୋଲିସର ବର୍ବରତାକୁ ବିରୋଧ କରିବା ସହ ସାମ୍ବାଦିକଙ୍କ କାଉଂଟର ଏଫଆଇଆର ରୁଜୁ କରିବା ଲାଗି ଦାବି କରିଛନ୍ତି ସାମ୍ବାଦିକ । ଗତ ଗୁରୁବାର ରାତିରେ ସାମ୍ବାଦିକ ମାନେ…

ପାକ୍ ପତ୍ରକାରଙ୍କ ବିବାଦୀୟ ପ୍ରଶ୍ନ, ରାଗିଲେ ବିରାଟ୍

ନିରାଶ କଲା ଭାରତ । ଦୁବାଇରେ ଚାଲିଥିବା ବିଶ୍ୱକପ ଟି-୨୦ ମୁକାବିଲାରେ ପାକିସ୍ତାନ ୧୩ଟି ବଲ ଓ ୧୦ ୱିକେଟରେ ବିଜୟୀ ହୋଇଛି । ଭାରତକୁ ହରାଇ ପାକିସ୍ତାନ ଟି-୨୦ ବିଶ୍ୱକପ ମୁକାବିଲାରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ଓପନିଂ ଯୋଡି ମହମ୍ମଦ ରିଜୱାନ…

୨ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। "ବାକ୍‌ ସ୍ୱାଧୀନତା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।୨୦୧୨ ରେ ରେସା ଏକ ସମ୍ବାଦ ୱେବସାଇଟ୍ ରାପଲର ସହ-ପ୍ରତିଷ୍ଠାତା ଥିଲେ। ଯାହା…

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ…

ବଢ଼ିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ସମୟ ସୀମାର ଅବଧି ବଢ଼ାଯାଇଛି । ଜୁନ୍ ୨୬ ତାରିଖ ଯାଏଁ ବଢ଼ିଛି ଏହି ଆବେଦନ ଅବଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନଓ ମଙ୍ଗରାଜ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ୨୦୧୬ରେ…

କରୋନା ଯୋଦ୍ଧା ରୂପେ ସାମ୍ବାଦିକଙ୍କୁ ସମ୍ମାନୀତ

ଯୁବ ସାମ୍ବାଦିକ ତଥା ଦୈନିକ କଳାନ୍ତର ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଜିତ ସାମନ୍ତରାୟଙ୍କୁ ଅସ୍ବସ୍ତି ଫାଉଣ୍ଡେସନ ତରଫରୁ ସାମ୍ବାଦିକ କରୋନ ଯୋଦ୍ଧା ସମ୍ମାନ ୨୦୨୦  ସମ୍ମନୀତ କରାଯାଇଛି । ଫାଉଣ୍ଡେସନର ରାଜ୍ୟ ସଭାପତି ରାଜ୍ୟ ସମ୍ପାଦିକାଙ୍କ ସହ ବହୁ ସଦସ୍ୟ ଙ୍କ ଉପସ୍ଥିତିରେ…

ଗଣମାଧ୍ୟମ ପାଇଁ ଗାଇଡ଼ ଲାଇନ ଜାରି

ଭୁବନେଶ୍ୱର() ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି।ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଉସ୍ଚୁକ ରହିବା…