Odia News Portal
Browsing Tag

Naveen

ନବୀନଙ୍କୁ ଭେଟିଲେ ରୁଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସଦ୍ୟ ପିପିଲି ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରୁଦ୍ର ମହାରଥୀ । ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆର୍ଶୀର୍ବାଦ ନେଇଛନ୍ତି । ନିର୍ବାଚନ ଜିତିବା ପରେ ପ୍ରଥମଥର ଲାଗି ଆଜି ଭେଟିଛନ୍ତି । ତେବେ ରୁଦ୍ରଙ୍କ ସହ…

ନବୀନଙ୍କୁ ନୀତିଶଙ୍କ ପ୍ରଂଶସା

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଦକ୍ଷତା ଏବଂ ଯୁଗାନ୍ତକାରୀ ଯୋଜନା ଲାଗି ସାରା ଦେଶରେ ପ୍ରଂଶସିତ ହୋଇଛନ୍ତି । ବହୁ ଜାତୀୟ ନେତା ନବୀନଙ୍କୁ ସବୁବେଳେ ପ୍ରଂଶସା କରିଥାନ୍ତି । ଯେଉଁଥିରେ ଯୋଡ଼ି ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।…

ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା ଓଡିଶାର ଏକ…

ଆବାସ ଯୋଜନାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ…

ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉଠା ଦୋକାନୀଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହରାଞ୍ଚଳର ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬କୋଟି ୨୯ ହଜାର ୭୧ଶହ ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ୮୭ ହଜାର ୫୫୭ଜଣ ଦୋକାନୀ ହେବେ ଉପକୃତ…

ଚିନ୍ମୟୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: କରୋନା ମହାମାରୀ ଅନେକ ଲୋକଙ୍କୁ ଦେଇଛି ନୂଆ ଶିକ୍ଷା । କରୋନା ରୋଗୀଙ୍କୁ ଛୁଇଁବାକୁ ସାହାସ କରୁଥିବା ପରିବାର ଲୋକଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଚିନ୍ମୟୀ ଦାସ । ଅନୁଗୁଳ ଅଞ୍ଚଳର ଏହି ମହିଳା ବର୍ଷେ ହେବ ଅଜଣା କରୋନା ରୋଗୀଙ୍କ ଶବ ସତ୍କାର କରୁଛନ୍ତି । ମଶାଣୀରେ ନିଜେ ଉପସ୍ଥିତ…

ଅନେକ ଶାସକ ଦେଖିଛୁ, ହେଲେ ଆପଣଙ୍କ ଭଳି ଦୂରଦୃଷ୍ଟିସଂପନ୍ନ ମୁଖ୍ୟମନ୍ତ୍ରୀଙ୍କୁ କେବେ ଦେଖି ନଥିଲୁ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ନିଜେ ଅନ ଦି ସ୍ପଷ୍ଟ ସମୀକ୍ଷା କରିଛନ୍ତି । ମହାପ୍ରଭୁଙ୍କୁ ସିଂହଦ୍ବାର ସମନାରୁ ମୁଣ୍ଡିଆ ମାରିଛନ୍ତି । ଆଉ ସାଉଁଟିଛନ୍ତି ସେବାୟତଙ୍କ ଆଶିଷ । ମନ୍ଦିର ସମନାରେ ବେଶ କିଛି ସମୟ ଧରି…

ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଞ୍ଜୁର

ଭୁବନେଶ୍ବର() ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ…

ଜନତାଙ୍କ ସ୍ୱାର୍ଥ ହାନି କରୁଥିବା ନେତାଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ

ଭୁବନେଶ୍ୱର() ନିଜର ସଂପୂର୍ଣ୍ଣ ରାଜନୈତିକ କ୍ୟାରିଅରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ ବାରମ୍ବାର ସେ ନିଜ କାର୍ଯ୍ୟରେ ବି ଏହା ପ୍ରମାଣିତ କରିଆସିଛନ୍ତି । ଏବେ ଦୁର୍ନୀତି ଓ ଦୁର୍ନୀତିକୁ…

ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର() ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ । ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଝାଡଖଣ୍ଡ…