Odia News Portal
Browsing Tag

newzland

ବଦଲା ନେଲା ଟିମ୍ ଇଣ୍ଡିଆ

କୋଲକାତା: ଆଇସିସିର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଲଗାତାର ଭାବେ ଭାରତକୁ ହରାଇଥିବା ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭାରତ ୭୩ ରନ୍ରେ ବିଜୟୀ…

କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କୋଲକାତା: ବଡ଼ ବିଜୟ ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନ୍ୟୁଜିଲାଣ୍ଡକୁ କ୍ଲିନ୍ ସୁଇପ୍ କରି ସିରିଜ୍ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ସମ୍ମାନ ରକ୍ଷା ଲାଗି ଶେଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ…

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ

ଆବୁଧାବି: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ‌ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌। ବିଶ୍ବକପ୍‌ର ଶେଷ…

ଭାରତ ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ବିପକ୍ଷ ୨ଟି ଟେଷ୍ଟ ଶୃଙ୍ଖଳାରେ ଖେଳିବେ ନାହିଁ। ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଟ୍ରେଣ୍ଟ ବୋଲ୍ଟ ଭାରତ ଗସ୍ତରେ ନିଜ ଦଳ ସହିତ ରହିବେ ନାହିଁ।  ସୂଚନାଯୋଗ୍ୟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ରୁ ୨୯ ଯାଏଁ…

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆ‌ଉ ଏକ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଭରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ତ୍ବ ରହିବ। ନ୍ୟୁଜିଲାଣ୍ଡ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ। ହାରିଲେ…

ଆସନ୍ତାକାଲି ଭାରତ ଲାଗି ଅଗ୍ନିପରୀକ୍ଷା

ଦୁବାଇ: ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନଠାରୁ ଭାରତ ହାରିବା ଏବେ ଏବେ ସେମିରେ ପହଞ୍ଚିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ଭାରତ ଲାଗି ବିଶ୍ୱକପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ଭାରତ ଓ…

ପାକିସ୍ତାନ ଯିବନି ନ୍ୟୁଜିଲାଣ୍ଡ ଟିମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

ନ୍ୟୁଜିଲାଣ୍ଡରେ ପୁଣି ଫେରିଲା ଲକଡାଉନ

ନୂଆଦିଲ୍ଲୀ: ତିନି ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ନ୍ୟୁଜିଲାଣ୍ଡ। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତିନି ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି।ମଙ୍ଗଳବାର ୱେଲିଙ୍ଗଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ…