Odia News Portal
Browsing Tag

rajya sabha

ଟିଏମସିରେ ମିଶିଲେ, ରାଜ୍ୟସଭା ଗଲେ

କୋଲକାତା: କଗ୍ରେଂସ ଛାଡ଼ି ଟିଏମସିରେ ମିଶିଥିଲେ ସସ୍ମିତା ଦେବ । ମାସେତଳେ ଦଳରେ ମିଶିଥିବା ସସ୍ମିତାଙ୍କୁ ବଡ଼ ଉପହାର ଦେଇଛି ଟିଏମସି । ଆଜି ତାଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛି । ଆସାମର ସିଲଚରର ପୂର୍ବତନ ସାଂସଦ ରହିଥିବା ସୁସ୍ମିତାଙ୍କୁ ରାଜ୍ୟସଭା ପଠାଯାଇଥିବା ନେଇ ଟିଏମସି ପକ୍ଷରୁ…

ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ |ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି…

କଲର ନୁହେଁ କଣ୍ଟେଣ୍ଟ ଉପରେ ହେଉ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ | ନୂଆ କୃଷି ଆଇନ୍‌ ସମ୍ବନ୍ଧରେ କହିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କରୋନା କାଳରେ ୩ କୃଷି ଆଇନ୍‌ ଆସିଛି। କୃଷି କ୍ଷେତ୍ରରେ ସୁଧାର ପାଇଁ ନୂଆ ଆଇନ୍‌ର ଆବଶ୍ୟକତା ରହିଛି। ଦୀର୍ଘ ବର୍ଷ ହେଲା…

ତେଲ ଦର ବୃଦ୍ଧିର ଜବାବ ରଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା।ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର ରାଜ୍ୟସଭାରେ ଜବାବ ରଖି କହିଛନ୍ତି ଯେ, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ପ୍ରଣାଳୀରେ ସ୍ଥିରିକୃତ ହେଉଛି। ତେବେ କିଛି ତତ୍ୱ ଏହାକୁ…

ସଂସଦରେ ଭାବବିହ୍ୱଳ ହେଲେ ମୋଦି

ନୂଆଦିଲ୍ଲୀ: ସଂସଦରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ | ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ବିଦାୟ ବେଳେ ଭାବବିହ୍ୱଳ ହୋଇ ପଡିଥିଲେ। ରାଜ୍ୟସଭା ସାଂସଦ ଭାବେ ଗୁଲାମ ନବୀ ଆଜାଦଙ୍କ ଆଜି ଶେଷ ଦିନ। ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଲାମ ନବୀ ଯେତେବେଳେ…

ରାଜ୍ୟସଭାକୁ ସାଇନ ଡାଏ ଘୋଷଣା

ନୂଆଦିଲ୍ଲୀ()  ରାଜ୍ୟସଭାକୁ ସାଇନ ଡାଏ ଘୋଷଣା କରାଯାଇଛି । ଅନେକ ସାଂସଦ କରୋନାରେ ଆ୍ରକାନ୍ତ ହେବା ପରେ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏନେଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ  ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର…

ଶପଥ ନେଲେ ୪ ଓଡିଆ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ() ରାଜ୍ୟସଭାକୁ ନିର୍ବାଚିତ ଓଡିଶାର ୪ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଏହି ନୂଆ ରାଜ୍ୟସଭା ସାଂସଦ ମାନଙ୍କର ଶପଥ ଗ୍ରହଣ ବିଳମ୍ବିତ ହୋଇଥିଲା । ଶେଷରେ ଆଜି ଏହି ନୂତନ ସାଂସଦମାନେ ଦିଲ୍ଲୀଠାରେ ଶାପଥ ଗ୍ରହଣ କରିଛନ୍ତି ।…

ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ, () ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଭାରତୀୟ ନିର୍ବାଚନ କମିସନ । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୬ରେ ହେବାକୁ ଥିଲା ରାଜ୍ୟସଭା ନିର୍ବାଚନ ।

୪ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର() ବିଜେଡିର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସୁବାସ ସିଂ,ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଆଉ କେହି…

ନବୀନଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ।

ଭୁବନେଶ୍ୱର() ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ।ଏହି…