Odia News Portal
Browsing Tag

rape

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଥମିବାର ନାଁ ଧରୁନି ଲଜ୍ଜା । ପୁଣି ଜଣେ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନରରାକ୍ଷସ । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ପିଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ…

ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ନୁହେଁ, ପୋସ୍କୋ ଆଇନ

ନୂଆଦିଲ୍ଲୀ: ଶିଶୁ ଯୌନ ଶୋଷଣ ବା ପୋକ୍ସୋ ଆକ୍ଟକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ସର୍ବୋଚ୍ଚ ଅଦାଲତ ସ୍କିନ ଟୁ ସ୍କିନ ଟଚ୍‌ ବା ଚର୍ମ ସ୍ପର୍ଶ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯୌନ ଶୋଷଣ ମାମଲା…

ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା

ନୂଆଦିଲ୍ଲୀ: ରାକ୍ଷସ ସାଜିଲା ବାପା । କିଛି କ୍ଷଣର ସୁଖ ଲାଗି ମଣିଷରୁ ପାଲଟି ଗଲା ପଶୁ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା ବାପା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବାପା । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସ ଖବର ପାଇବା ପରେ…

ହାର୍ଦ୍ଦିକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରତିଭାବାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗ ଆସିଛି ତାଙ୍କ ନାଁରେ । ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ…

ସର୍ବସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ, ଲୋକ ସାଜିଲେ ଦେଖଣା ହାରି

ଭୁବନେଶ୍ୱର: ସମସ୍ତେ ଦେଖୁଥିଲେ । ହେଲେ କେହି ବି ପ୍ରତିବାଦ କରୁନଥିଲେ । ଯୁବତୀଙ୍କୁ ସର୍ବ ସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ କରୁଥିଲା ନର ରାକ୍ଷସ । କିନ୍ତୁ ଲୋକେ ସାଜିଥିଲେ ଦେଖଣାହାରି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଛି ଏଭଳି ଘଟଣା…

ଝିଅ ସହ ଖରାପ ସମ୍ପର୍କ ରଖୁଥିଲା ବାପା

ସୁନ୍ଦରଗଡ଼: ବାପା ଝିଅର ପବିତ୍ର ସମ୍ପର୍କରେ ପାପାର ଛିଟା । ନିଜ ଜନ୍ମକଲା ଝିଅ ସହ ଖରାପ ସମ୍ପର୍କ ରଖୁଥିଲା ବାପା । ତାହା ପୁଣି ନିଜ ସ୍ତ୍ରୀ ଜାଣିଥିଲା । ଜନ୍ମ କଲା ଝିଅକୁ ବଳାତ୍କାର କରି ଗିରଫ ହୋଇଛନ୍ତି ବାପା। ଏଭଳି ଲଜ୍ଜାଜନକ ଘଟଣା ରାଉରକେଲାର ରେଲୱେ କଲୋନି ଅଞ୍ଚଳରେ ଘଟିଛି।…

୫ ବର୍ଷର ଝିଅକୁ ତିନିଜଣ ଜଙ୍ଗଲ ଭିତରେ…

ନୂଆଦିଲ୍ଲୀ: ଦେହଲୋଭୀ ମଣିଷଙ୍କ ଉନ୍ମତ୍ତକାଣ୍ଡ । ଦେହର ଭୋକ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । କିଛି କ୍ଷଣର ସୁଖ ଲାଗି ମଣିଷରୁ ନର ରାକ୍ଷସ ପାଲଟିଯାଇଛନ୍ତି । ମାତ୍ର ୫ ବର୍ଷର ନାବାଳିକା ସହ ୩ ଜଣ ଯୁବକ ମିଶି ଦୁଷ୍କର୍ମ କରିଥିବା ଲଜ୍ଜା ଘଟଣା ସମାନାକୁ ଆସିଛି । ଔରଙ୍ଗାବାଦରେ ଏଭଳି…

ଲିଫ୍ଟ ଦେଲେ, ଦୁଷ୍କର୍ମ କଲେ

ମୟୂରଭଞ୍ଜ : ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ । ଏପରିକି ବୃଦ୍ଧାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ସମ୍ପୃକ୍ତ…

ଖାଇବାକୁ ଡାକିଲେ, ଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ନରରାକ୍ଷସ । ସମ୍ପର୍କର ମୋହ ମାୟାକୁ ଭୁଲିଯାଇ ଘଟାଉଛି ଅଘଟଣ । ତେବେ ବିଶ୍ୱାସରେ ବିଷ ଦେଇ ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ଘଣକୁ ଖାଇବାକୁ ଡାକି ଜଣେ ଡାକ୍ତର…

ସ୍ୱାମୀଙ୍କ ସାମ୍ନାରେ ୮ ଜଣ ମିଶି ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବର୍ବର, ନୃଂଶସ , ଆଭବନୀୟ ଏବଂ ଲଜ୍ଜା । ସ୍ୱାମୀଙ୍କ ସାମ୍ନାରେ ଦୁଷ୍କର୍ମ କଲେ । ୮ ଜଣ ମିଶି ମହିଳାଙ୍କୁ ଚଳନ୍ତା ଟ୍ରେନରେ ଗଣଦୁଷ୍କର୍ମ । ମୁମ୍ବାଇରୁ ଲକ୍ଷେ୍ନø ଯାଉଥିବା ଏକ ଚଳନ୍ତା ଟ୍ରେନରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୀଡ଼ିତାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରିବା ପରେ…