Odia News Portal
Browsing Tag

srilanka

ଭାରତ ବିପକ୍ଷ ସିରିଜ ଖେଳିବେନି ମ୍ୟାଥୁସ୍‌

କଲମ୍ବୋ: ଚଳିତମାସ ୧୩ରୁ ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା କ୍ରିକେଟ୍ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଏହି ସିରିଜ୍ରୁ ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲ୍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ରେ ସେ…

ଦ୍ରାବିଡ଼ଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଟିମ୍ ଇଣ୍ଡିଆର କୋଚ ଭାବେ କାର୍ଯ୍ୟ କରିବେ ରାହୁଲ ଦ୍ରାବିଡ଼ । ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।…

ଶ୍ରୀଲଙ୍କା ଗସ୍ତ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିଲାଗି ଆଜି ଘୋଷଣା ହୋଇଛି ଦଳ । ଶିଖର ଧାୱନଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱର କୁମାର ହୋଇଛନ୍ତି ଉପଅଧିନାୟକ । ଆଇପିଏଲ ୧୪ରେ ଭଲ ପ୍ରଦର୍ଶନ କରିଥିବା…

ଶ୍ରୀଲଙ୍କାରେ କମାଲ କରିବ ଧାୱନ-ଦ୍ରାବିଡ ଯୋଡ଼ି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୩ ବର୍ଷ ପରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ ଭାରତ । ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧୩ରେ ଆରମ୍ଭ ହେବାକୁ ଥିବା ଏହି ସିରିଜ ୨୫ରେ ଶେଷ ହେବ । ତେବେ ଏହି ଗସ୍ତରେ ବିରାଟ ଓ ରୋହିତ ଯିବେ ନାହିଁ । ସେମାନେ…

ଶ୍ରୀଲଙ୍କାରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ବଢ଼ୁଛି ସସପେନ୍ସ । ଆୟୋଜନ କରିବା ଲାଗି ବିଭିନ୍ନ ଦେଶ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ସେପଟେ ଏହି ରେସରେ ଆଜି ସାମିଲ ହୋଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶ୍ୱକପ ଆୟୋଜନ କରିବା ଲାଗି ବିସିସିଆଇ ସହ କଥା ହେଉଛି ଏସଏଲସି ବୋର୍ଡ । ସୂଚନା…